ସମ୍ବଲପୁରରେ ସତ୍ୟାଗ୍ରହ ବେଳେ ପୋଲିସ ଓକିଲ ମୁହାଁମୁହିଁ। ଜିଲ୍ଲା ଅଦାଲତ ପରିସରରେ ପୋଲିସ ଓକିଲଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ହୋଇଛି। ଗେଟ୍ ଠେଲି କୋର୍ଟ ପରିସରରେ ଧସେଇ ପରିଛନ୍ତି ଓକିଲ।
#ArgusNews #Sambalpur #AdvocateProtest #Satyagraha #highcourtbench #barassosiation #Odisha