ଆଜି ୧୨ଘଣ୍ଟିଆ ସମ୍ବଲପୁର ବନ୍ଦ୍ । ୫ ଦଫା ଦାବିରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ କଡାକଡି ଭାବରେ ପାଳନ କରାଯାଇଛି।ସମସ୍ତ ସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର ବନ୍ଦ ରହିଛି ଏବଂ ଯାନବାହାନ ଚଳାଚଳ ବନ୍ଦ ରହିଛି
#ArgusNews #Sambalpur #Closed #NagarikaKriyanusthan #Odisha