ବିରୋଧି ଦଳ ନେତାଙ୍କ ବୟାନରେ ଛଟପଟ ବିଜେଡି ଓ ପୋଲିସ !
ଓଡିଶା ହାବିଲଦାର ସଂଘ ପୋଲିସ କମଚାରୀ ନାଁ ବିଜେଡି ସଦସ୍ୟ । ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଗୋଟିଏ ବୟାନରେ ବିଜେଡି ଓ ପୋଲିସ ଛଟପଟ। ଜୟନାରାୟଣ ମିଶ୍ର ଏଭଲି କଣ କହିଲେ ଯେ ରାଜ୍ୟ ହାବିଲଦାର ସଂଘ ଠୁ ନେଇ ଜିଲ୍ଲା ସଂଘ ପର୍ଯ୍ୟନ୍ତ ସାମ୍ଵାଦିକ ସମ୍ମିଳନୀ କରି ନିନ୍ଦା କରାଗଲା
#ArgusNews #Nabadas #DeathCase #BJP #PressMeet #Sambalpur #Odisha