ସମ୍ବଲପୁର ଏସପି ଅଫିସ ସମ୍ମୁଖରେ ବିଜେପି ଯୁବମୋର୍ଚାର ଗଣଧାରଣା । ୨୮ ତାରିଖ ବିଧାନସଭା ଘେରାଉ ସମୟରେ ଯୁବ ମୋର୍ଚା କର୍ମୀ ଉପରେ ପୋଲିସ ବର୍ବରତା କାଣ୍ତ କରି ଯୁବ ମୋର୍ଚା କୁ ମିଛରେ ଗିରଫ କରିଛି । ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପୋଲିସ ଗୁଣ୍ତା ଗର୍ଦି ନେଇ ବିଜେପି ପ୍ରତିବାଦ କରି ଏସପି ଅଫିସ ସମ୍ମୁଖରେ ଗଣଧାରଣା ଦେଇଛି...।
#ArgusNews #Sambalpur #BJP #SPOffice #protest #Odisha