ଦୁଃଶାହସିକ ଯୁବକଙ୍କ ମହାନଦୀ ଗର୍ଭରେ ତ୍ରିରଙ୍ଗା ଯାତ୍ରା । ହୀରାକୁଦ ଡ୍ୟାମର ବାମପାର୍ଶ୍ବରେ ୨୬ଟି ଗେଟ ଖୋଲିଥିବା ସମୟରେ ୧୫ ଜଣ ଯୁବକ ମହାନଦୀ ଭିତରେ ତ୍ରିରଙ୍ଗା ଯାତ୍ରା କରିଛନ୍ତି । ଡେମ ସମ୍ମୁଖରୁ ଯୁବକମାନେ ଟ୍ୟୁବ ମାଧ୍ୟମରେ ମହାନଦୀ ଭିତରେ ଭାସି ଭାସି ୫୦୦ ମିଟର ପର୍ଯ୍ୟନ୍ତ ଜାତୀୟ ତ୍ରିରଙ୍ଗା ଉଡାଇଛନ୍ତି
#Sambalpur #TrirangaYatra #HirakudDam #Mahanadi #ArgusNews