ୟୁଟୁବ ଦେଲା ନୂଆ ପରିଚୟ । ୟୁଟୁବ ଦେଖିକିନା ୨ ବଛର୍ ହେବା ବ୍ରକଲି ଚାଷ୍ କରିକିନା ଭଲ୍ ଲାଭ୍ କରୁଛନ୍ ସୁକାନ୍ତ। ତାକଁର୍ ବାଗିର୍ ବହୁତଟେ ଚାଷୀ ବ୍ରକଲିର୍ ଚାଷ କରବାକେ ଚାହୁଁଛନ୍ । ସରକାରୀ ସ୍ତରରେ ସାହାଯ୍ୟ ସହଯୋଗ ଯୁଗେଇ ଦେବାକେ ସରାକରକୁଁ ଦାବି କରିଛନ୍ ଚାଷୀ ।
#ArgusNews #Sambalpur #Kuchinda #CabbageFarming #Odisha