ସ୍ମାର୍ଟ ସ୍କୁଲ ନାଁରେ ବାହା ବାହା ନେଉଛନ୍ତି ସରକାର । ହେଲେ ପାଠ ପଢିବାକୁ ନାହିଁ ସ୍କୁଲ ଘର । ଭଙ୍ଗାଘରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୁଚିଣ୍ଡା ଉପଖଣ୍ଡରେ। ବାମରା ବ୍ଲକ ଲରିଆପାଲି ପଞ୍ଚାୟତର ଶରତଚନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ଦେଖିବା ଏହି ରିପୋର୍ଟ
#Sambalpur #Kuchinda #SchoolBuilding #ArgusNews