ଆଜି ସ୍ୱାଧୀନତାର ୭୬ ବର୍ଷ ଦେଶ ପାଳନ କରୁଛି ତାସହିତ ୭୫ ବର୍ଷ ଉପଲକ୍ଷେ ଆଜାଦିକା ଅମୃତ ମହାତ୍ସବ ବି ପାଳନ କରୁଛି ଦେଶ । ଆଜି କୁଚିଣ୍ଡା ସହରରେ କୁଚିଣ୍ଡା ଯୁବସମାଜ ପକ୍ଷରୁ ତରଫରୁ ଅମୃତ ମହୋତ୍ସବ ପାଳନ ଅବସରରେ ୧୭୫ ଫୁଟର ଏକ ତ୍ରିରଙ୍ଗା ପତାକାକୁ ରାଲିରେ ସାମିଲ କରି ନଗର ପରିକ୍ରମା କରିଥିଲେ
#Sambalpur #Kuchinda #TrirangaRally #IndependenceDay #ArgusNews