ସମ୍ବଲପୁରନେ ସତ୍ୟାଗ୍ରହ ବେଲକେ ପୁଲିସ-ଓକିଲ ମୁହାଁମୁହିଁ। ଜିଲ୍ଲା ଅଦାଲତ ପରିସରନେ ପୁଲିସ ଓକିଲଙ୍କର୍ ଭିତ୍ରେ ଧସ୍ତାଧସ୍ତି ଆର୍ ଠେଲାପେଲା ହେଇଛେ । ଗେଟ୍ ଠେଲି କୋର୍ଟ ପରିସରନେ ଧସେଇ ସମୁଥିଲେ ଓକିଲ ।
#ArgusNews #PermanentHighCourtBench #lawyers #protest #barassosiation #Satyagraha #Sambalpur #Odisha