ଗାଁ ଯୁଵକ ମାନିଲେ ପଖାଲ ଦିବସ ।
ପଖାଳ ଦିବସ ଉପଲକ୍ଷେ ଗୀତ ଗାଇଲେ ଯୁବକ ମାନେ । ସମ୍ବଲପୁର ଜିଲ୍ଲାର ତାଳବ ଗାଁରରେ ନିଆରା ଢଙ୍ଗରେ ବିଶ୍ବ ପଖାଲ ଦିବସ ପାଳନ କରିଛନ୍ତି ।ପଖାଳ ସାଙ୍ଗକୁ ୬ ତୁନ ୯ ଭଜା ବ୍ୟଞନ ଆୟୋଜନ କରାଯାଇଛି
#ArgusNews #Sambalpur #PakhalaDivas #Celebrate #VillageYouth #Odisha