#ଫାର୍ମାସିଷ୍ଟ_ମାନଙ୍କୁ_ରାଜ୍ୟ_ସରକାରଙ୍କ_ଅଣଦେଖା
ଡାକ୍ତର ମାନକଙ୍କର ଅନୁପସ୍ଥିତିରେ ଜନସାଧାରଣ ଙ୍କୁ ସେବା ଯୋଗାଇ ଆସୁଥିବା ଫାର୍ମାସିଷ୍ଟ ମାନଙ୍କ ପ୍ରତି ରାଜ୍ୟ ସରକାର ଅଣଦେଖା କରୁଥିବା ନେଇ ଅଭିଯୋଗ କରୁଛନ୍ତି ସମ୍ବଲପୁର ଫାର୍ମାସିଷ୍ଟ ସେବା ସଂଘ । ଆଜି ସମ୍ୱଲପୁର ମୁଖ୍ୟ ଚିକିତ୍ସାଳୟରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
#ArgusNews #Sambalpur #pharmacist #Demand #protest #PressMeet #Odisha