ସମ୍ବଲପୁରରେ ଧୁମଧାମରେ ପାଳନ ହେଉଛି ରାମ ନବମୀ । ଆଜି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମହା ମିଳନର ଦିନ । ମନ୍ଦିରରେ ସ୍ବତନ୍ତ୍ର ରୀତିନିତିରେ ଶ୍ରୀରାମଙ୍କ ପୂଜାପାଠ ସହ ହେଉଛି ହୋମ ଯଜ୍ଞ ।
#ArgusNews #sambalpur #Ramanavami #Hindufestival #Ramanavami2023 #Lordramabirthday #Odisha