ହଜିଗଲା ମାନବିକତା, ବାପାକୁ ହତ୍ୟା କଲା ପୁଅ । ହତ୍ୟାକାରୀ ପୁଅକୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ କରୁଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର କୁଚିଣ୍ଡା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଶର୍ଗିଡିହି ଗାଁରେ।
#Sambalpur #Kuchinda #LandIssue #Murder #fatherDeath #Odisha #ArgusNews