#ଅବ୍ୟବସ୍ଥା_ଭିତ୍ରେ_ସମ୍ବଲପୁରର୍_ଉର୍ଦ୍ଦୁ_ସ୍କୁଲ !
ଅବହେଲିତ୍ ଅବସ୍ଥାନେ ସମ୍ବଲପୁର ସହରର ସବୁନୁ ପୁରନା ସରକାରୀ ଉର୍ଦ୍ଦୁ ସ୍କୁଲ । ସ୍କୁଲ ବନାହେବା ଦିନୁ ନା ହେଇଛେ ମରାମତି ନାଁ ହେଇପାରିଛେ ଭିତ୍ତିଭୂମିର୍ ବିକାଶ । ନାହିଁ ନାହିଁନେ ଚାଲିଛେ ପିଲାକଁର୍ ପାଠପଢା । ରୋଷେୟାକଁର୍ ଭର୍ଷାନେ ପିଲାକଁର୍ ଭବିଷ୍ୟତ୍
#Sambalpur #UrduSchool #Neglect #ArgusNews #Odisha