ସମ୍ଵଲପୁରରେ ମାଉଜର ବୁଲିଲା । ମାଉଜର ଧରି ଡ୍ୟାନ୍ସ କରିବା ଭିଡିଓ ଭାଇରାଲ । କ୍ଷେତରାଜପୁର ଥାନା ଅଂଚଳ ଦଲଦଲିପଡାରେ ଜଣେ ଅପରାଧି ମାଉଜର ବୁଲାଇ ଡ୍ୟାନ୍ସ କରୁଛି । ପଛପଟେ ଖଣ୍ତା ତରୁଆଲ ଥିବା ଚିତ୍ର ମଧ୍ୟ ଭିଡିଓରେ ଦେଖିବାକୁ ମିଲିଛି ।
#Sambalpur #viralVideo #mauser #Dance #Odisha #ArgusNews