ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିବସକୁ ପ୍ରତ୍ୟେକ ବର୍ଷ ପଶ୍ଚିମ ଓଡିଶା ବାସୀ ସମ୍ବଲପୁର ଦିନ ଭାବେ ପାଳନ କରି ଆସୁଛନ୍ତି। ଏହି ଦିନ ପାଳନର ମୂଲ ଲକ୍ଷ୍ୟ ସମ୍ବଲପୁରୀ ଭାଷା, କଳା ସଂସ୍କୃତି, ସାହିତ୍ୟ, ପରମ୍ପରାକୁ ଅଧିକ ପ୍ରଚାର ଓ ପ୍ରସାର କରିବା।
#Sambalpuriday #celebrate #satyanarayanbohidar #literature #artculture #tradition #Odisha #ArgusNews