ଉଠୁଛି ପଡୁଛି ପଶ୍ଚିମ ଓଡିଶା !
ଆଜି ପଶ୍ଚିମ ଓଡିଶା ପାଳୁଛି ସମ୍ବଲପୁରୀ ଦିନ । ସମ୍ବଲପୁରୀ ସମ୍ବଲପୁରୀ ବାସୁଛି ଗାଁରୁ ସହର । ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ମନେପକାଇଲେ ପଶ୍ଚିମ ଓଡିଶା ବାସୀ । ନୂଆ ପୋଷାକ, ନାଚ ଗୀତ ସାଙ୍ଗକୁ ଖାଇବା ପିଇବାରେ ମସଗୁଲ ସମସ୍ତେ
#SambalpuriDay #Celebration #weaternOdisha #ArgusNews