#ସମ୍ବଲପୁରନେ_ଚିନ୍ତା_ବଢଉଛେ_ନକଲି_BP_ମେଡିସିନ
୩ ଦିନେ ୧୧ଟା ଔଷଧ ଦୋକାନ ଉପରେ ଡ୍ରଗ୍ସ କଣ୍ଟ୍ରୋଲର୍ ବିଭାଗର ଚଢାଉ । ହୋଲସେଲ ମେଡିସିନ ଏଜେନ୍ସି ଠାନୁ ଭିନ୍ ଭିନ୍ ଉଷୋ ଦୁକାନକେ ଯାଇଛେ ମେଡିସିନ୍ । ରୋକ ଲାଗିର୍ ହୋଲସେଲ ଏଜେନ୍ସିକେ ଉଷୋ ଫିରେଇଇ ଆନବାର ନିଦ୍ଦେଶ ଦେଲା ଡ୍ରଗ୍ସ କଣ୍ଟ୍ରୋଲର୍ ବିଭାଗ ।
#bloodpressure #medicine #Sambalpur #DrugsControlDepartment #Odisha #ArgusNews