2 ଟି ସ୍କୁଲରୁ କୋଭିଡ ପଜିଟିଭ୍ ସମ୍ପର୍କରେ ଖବର ଆସିଛି । ଢେଙ୍କାନାଳ ଜିଲ୍ଲା କମାକ୍ଷାନଗର ପଞ୍ଚାୟତ ହାଇସ୍କୁଲ କାନପୁରାରେ ଜଣେ ଶିକ୍ଷକଙ୍କର ପଜିଟିଭ୍ ଆସିଥିଲା । ତେଣୁ ସ୍କୁଲର ଏସିଏସଟି ହଷ୍ଟେଲ ପିଲାଙ୍କର ଟେଷ୍ଟ କଲା ପରେ 14 ଜଣଙ୍କର ପଜିଟିଭ୍ ଆସିଛି । ଏବେ ସେ ସ୍କୁଲ ବନ୍ଦ ଅଛି : ସମୀର ରଞ୍ଜନ ଦାସ, ଗଣଶିକ୍ଷା ମନ୍ତ୍ରୀ
#SameerRanjandas #Schoolandmasseducation #Minister #Covid19 #CoronaPositive #Dhenkanal #Odisha #ArgusNews