ସ୍କାଉଟ ଆଣ୍ଡ ଗାଇଡ ପକ୍ଷରୁ ସମ୍ପର୍କ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩ ବର୍ଷରୁ ୨୧ ବର୍ଷ ପିଲାମାନେ ସାମିଲ ହୋଇଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତିଙ୍କ ସହିତ କିପରି ସୁସମ୍ପର୍କ ସ୍ଥାପନ କରିବା ଶିଖିବା।
#ScoutsGuides #SamparkProgramme #goodrelationship #awareness #ArgusNews