#ଅଧା_ରହିଲା_ସ୍ବପ୍ନ
#ଜୀବନର_ଶେଷ_ଗ୍ରାଣ୍ଡ_ସ୍ଲମ୍_ରେ_ପରାଜୟ
ହାରିବା ପରେ ଆଖିରେ ଲୁହ । ସରିଲା ସାନିଆ ମିର୍ଜାଙ୍କ ଯୁଗ । ଜୀବନର ଶେଷ ଗ୍ରାଣ୍ଡ ସ୍ଲମ୍ ରେ ପରାଜୟ ପରେ ଭାବବିହ୍ବଳ ହେଲେ ଭାରତର ଷ୍ଟାର ପ୍ଲେୟାର । ୧୯ ଫେବ୍ରୁଆରୀରେ ଦୁବାଇରେ ଖେଳାଯିବାକୁ ଥିବା WTA ଚାମ୍ପିଅନସିପ୍ ହେବ ସାନିଆଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ।
#ArgusNews #SaniaMirza #tennis #retirement #lastGrandSlam #emotional #National