ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୬ ମସିହାରେ ମୟୁରଭଞ୍ଜ ଗ୍ରସ୍ତ ବେଳେ ଓଡ଼ିଶାରେ ସନ୍ତାଳୀ ଭାଷାକୁ ମାନ୍ୟତା ଦେଇ ସନ୍ତାଳୀ ଶିକ୍ଷା ଦେବାପାଇଁ ୧୦୦ ଜଣ ଅଲଚିକି ଶିକ୍ଷକ ନିଯୁକ୍ତି ଦେଇଥିଲେ । ସେତେବେଳେ ୧୦୦୦ ଟଙ୍କାରେ ନିଯୁକ୍ତି ପାଇଥିଲେ । ଦୀର୍ଘ ୩୨ ବର୍ଷ ହେବ ୩୨୦୦ ଟଙ୍କାରେ ସନ୍ତାଳୀ ଭାଷାଭାଷୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଆସୁଛନ୍ତି । କିନ୍ତୁ ସରକାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଉନାହାନ୍ତି ।
ସନ୍ତାଳୀ ଶିକ୍ଷକଙ୍କୁ ନିୟମିତ ଦାବିରେ ଶିକ୍ଷକ ମାନେ ମୟୁରଭଞ୍ଜ ପୋଖରୀଆରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରି ଆଜି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କୁଆଖିଆଠାରେ ପହଂଚି ଛନ୍ତି
#ArgusNews #jajpur #SantaliTeacher #Demand #padayatra #Odisha