ସନ୍ଥ କବୀ ଭୀମ ଭୋଇ ମଣ୍ଡପ ଓ ପାଠାଗାର ଉଦଘାଟିତ !
ମାଘ ସପ୍ତମୀ ଅବସରରେ ସନ୍ଥ କବି ଭୀମ ଭୋଇ ମଣ୍ଡପ ଓ ପାଠାଗାରର ଉଘାଟିତ ହୋଇ ଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ ବକରିବା ସହ ପୁସ୍ତକ ଉନ୍ମୋଚନ କରିଛନ୍ତି
#ArgusNews #SanthaKabiBhimaBhoiMandap #Inauguration #DharmendraPradhan