#ବଢ଼ିଲା_ସନ୍ତୋଷ_ସିଂ_ସାଲୁଜାଙ୍କ_ଚିନ୍ତା
ସାଲୁଜାଙ୍କ ପୁଅକୁ ମହଙ୍ଗା ପଡିଲା ସର୍ବସାଧାରଣ ସ୍ଥାନରେ ଝଗଡା କରିବା । ହୋଟେଲ ମାଲିକଙ୍କ ପୁଅ ସହ ବିଧାୟକ ପୁଅଙ୍କ ଗଣ୍ଡଗୋଳର ଭିଡିଓ ଭାଇରାଲ । ସାଲୁଜାଙ୍କ ପୁଅକୁ ଗିରଫ କଲା ପୋଲିସ ।
#ArgusNews #CongressMLA #SantoshSinghSaluja #Son #SejiSinghSaluja #arrested #Odisha