ବିଜେଡି ସୁପ୍ରିମୋଙ୍କ ସହ ଆଲୋଚନା ପରେ ବିଜେଡି ନେତାଙ୍କ ସୂଚନା !
ପଦମପୁରରେ ୨୫ ଦିନ ରହିଥିବା ସମସ୍ତ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଦେବା ସହ ପଦମପୁରରେ କଣ ସବୁ ସମସ୍ୟା ରହିଛି ଜାଣିବାକୁ ଚେଷ୍ଟା କରିଥିଲେ ମୁଖ୍ୟମନ୍ତ୍ରୀ : ସାରଦା ନାୟକ,ବିଜେଡି ବିଧାୟକ
#ArgusNews #BJDMeeting #NaveenNiwas #SaradaNayak #Odisha