SATEJ SAKALA | 20 OCT 2021 | Argus News
+ ମମିତା ମାମଲାରେ ବଢ଼ିଲା କ୍ୟାପଟେନଙ୍କ ଅଡୁଆ
+ ମହାଲିଙ୍ଗ କଲେଜକୁ ଅନୁକମ୍ପା ନେଇ ଉଠିଲା ପ୍ରଶ୍ନ
+ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳରେ ଦାଦାବଟି ପାଇଁ ଗୁଳିମାଡ଼
+ ଆଜି ଉତ୍ତର ପ୍ରଦେଶକୁ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦି
+ ବୈଶ୍ବିକ ତୈଳ ଓ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟ ନିବାହୀ ଓ ବିଶେଷଜ୍ଞଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
+ ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
+ ଆଜିଠୁ ଆରମ୍ଭ ଗଜଲକ୍ଷ୍ମୀ ପୂଜା
#Satejsakala #Narendra Modi #WeatherUpdate #Odisha #ArgusNews