ସମାଜକୁ ନୂଆ ବାର୍ତ୍ତା ଦେବା ଏଭଳି ଜଣେ ଯୁବକ ହେଉଛନ୍ତି । ପୁରୀର ସତ୍ୟପ୍ରକାଶ। ସଙ୍ଗୀତ ନିର୍ଦ୍ଦେଶକ ସହାୟତା ମିଳିଲେ ସେ ଆହୁରି ଅନେକ ସଙ୍ଗୀତ ରୂପକ ଭିଡିଓ ପ୍ରସ୍ତୁତ କରିବା ସହ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ ବୋଲି ଆଶା ରଖିଛନ୍ତି। ସତ୍ୟପ୍ରକାଶ ।
#ArgusNews #puri #satyaprakash #musician #music #Odisha