ଗଛ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁ ଏହି ନାରା ଦେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପଖାପଖି 200 ଏକରରୁ ଅଧିକ ସ୍ଥାନରେ ବୃକ୍ଷ ରୋପଣ କରିଛନ୍ତି ରାଜଧାନୀ ଭୁବନେଶ୍ୱରର ଯୁବକ ରାଜେଶ କୁମାର ସାହ। ରାଜେଶ ପ୍ରତିଷ୍ଠା କରିଥିବା ଏମବିଗ୍ରୀନ ପ୍ଲାଣ୍ଟେସନ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଦ୍ୱାରା ମୟୁରଭଞ୍ଜ ଏବଂ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଚଳରେ ଜଙ୍ଗଲ ସୃଷ୍ଟି କରିବାରେ ସହାୟକ ହେଉଛି। ରାଜଧାନୀ ଭୁବନେଶ୍ୱରରେ କୃଷି ମେଳାରେ ତାଙ୍କ ଷ୍ଟଲରେ ବିଭିନ୍ନ ବୃକ୍ଷ ରଖିବା ସହ ଏହା ଲଗାଇବା ଦ୍ୱାରା କଣ କଣ ସବୁ ଉପକାରିତା ହୋଇଥାଏ ତାହା ଲୋକଙ୍କୁ ବୁଝାଉଛନ୍ତି ରାଜେଶ....।
#ArgusNews #savetrees #Bhubaneswar #Odisha