#ବଞ୍ଚାଇଦେଲା_ଜଗା
#ସେବାୟତ_ରୂପରେ_ଆସିଲେ_କି_ମହାପ୍ରଭୁ !
ବଞ୍ଚାଇଦେଲା ଜଗା । ସେବାୟତ ରୂପରେ ଆସିଲେ କି ମହାପ୍ରଭୁ । ଆଉ ରକ୍ଷା କରିଦେଲେ 3 ଜୀବନ । ଆଜି ଏମିତି ଚର୍ଚ୍ଚା ହେଉଥିଲା ପୁରୀ ବଡଦାଣ୍ଡରେ । ଏକ ବଡଧରଣର ଦଳାଚକଟାରୁ 3 ମହିଳାଙ୍କୁ ରକ୍ଷାକରି ଏବେ ଚର୍ଚ୍ଚାରେ ସନ୍ତୁ ସିଙ୍ଘାରୀ ସେବାୟତ । ଆଉ ଏହି ସେବାୟତଙ୍କୁ ଏବେ ଛୁଟୁଛି ପ୍ରଶଂସାର ସୁଅ ।
#Puri #jagannathTemple #Odisha #ArgusNews