କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଦୋଷିଆ ଠାରୁ ଅଳତାଙ୍ଗ ପ୍ରର୍ଯ୍ୟନ୍ତ ଗ୍ରାମ୍ୟ ଉନୟନ ବିଭାଗ ଅଧୀନରେ ନିର୍ମାଣଧିନ ଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଦୃନୀତି ଅଭିଯୋଗ ! ନୂତନ ରାସ୍ତାର ନିର୍ମାଣରେ କୋଟି କୋଟି ଟଙ୍କାର ଦୃନୀତି କରାଯାଉଥିବା ଅଭିଯୋଗ ହୋଇଛି!
#Kendrapara #RoadScam #odisha #ArgusNews