କଟକ ବଡ଼ ମେଡ଼ିକାଲରୁ ଥମୁନି ଦଲାଲରାଜ । ଏସସିବିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କଠାରୁ ଲୁଟୁଛନ୍ତି ଦଲାଲ । ସୁରକ୍ଷା କର୍ମୀ ନିଜେ ସାଜିଛନ୍ତି ଏଠି ଦଲାଲ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଏସସିବିରେ କାଯ୍ୟରତ ସୁରକ୍ଷା କର୍ମୀଙ୍କ ନାଁରେ । ରକ୍ତ ଭଣ୍ଡାରରୁ ରକ୍ତ ଯୋଗାଇ ଦେବାକୁ ଟଙ୍କା ନେଉଥିବାର ଅଭିଯୋଗ ଆସିଛି ସିକ୍ୟୁରିଟି ସୁପରଭାଇଜର ନାମରେ ।
#Cuttack #SCBMedical #FraudCase #bloodbank #odisha #ArgusNews