କଟକ ବଡ ମେଡିକାଲରେ କିଡନୀ ପ୍ରତିରୋପଣ !
ନିଜେ ସିନା ଆରମପାରିକୁ ଚାଲିଗଲେ ହେଲେ ଅନ୍ୟକୁ ଜୀବନ ଦେଇଗଲେ। ଏସସିବି ମେଡିକାଲରେ ମୃତ୍ୟୁ ବରଣ କରିଥିବା ଜଣେ ରୋଗୀଙ୍କ 2ଟି କିଡ଼ନୀ ଆତ୍ମୀୟ ଦାନ କରିବା ପରେ ଏହି କିଡ଼ନୀ ଦୁଇ ଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ତେବେ ପ୍ରଥମ ଥର ପାଇଁ ଏସସିବିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ କିଡ଼ନୀ ଦାନ ଯୋଗୁ ଏଠାରେ ଏହି ସର୍ଜରୀ ମଙ୍ଗଳବାର ବିଳମ୍ବିତ ରାତିରେ ସମ୍ପର୍ଣ୍ଣ ହୋଇଛି
#ArgusNews #Cuttack #SCBMedical #KidneyTransplant #Odisha