#ବିଦ୍ୟାଳୟରେ_ବନ୍ଦ_ମଧ୍ୟାହ୍ନ_ଭୋଜନ
ବିଦ୍ୟାଳୟରେ ଉପସ୍ଥାନ ବୃଦ୍ଧି କରିବା ଲକ୍ଷ୍ୟରେ ସାରା ଦେଶରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଛାତ୍ର ଛାତ୍ରୀ ବିଦ୍ୟାଳୟରେ ପାଠ ପଢ଼ିବା ସହିତ ମଧ୍ୟାହ୍ନ ଭୋଜନ କରୁଥିଲେ । କିନ୍ତୁ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ବିଦ୍ୟାଳୟକୁ ଚାଉଳ ଯୋଗାଣ ହେଉନଥିବାରୁ ଦୀର୍ଘଦିନ ଧରି ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି । ଯାହାକୁ ନେଇ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
#ArgusNews #School #RiceIssue #MiddayMealScheme #studentproblem #jajpur #Binjharpur #Odisha