#ରାଏଜନେ_ପ୍ରାଥମିକ୍_ଶିକ୍ଷା_ଢିଲା
#ଭଙ୍ଗା_ଦଦ୍ରା_ଘରେ_ପଢ଼ୁଛନ୍_ପିଲା
5ଟି ଅଧୀନନେ ସ୍କୁଲ୍ ମାନକଁର୍ ରୂପାନ୍ତରୀକରଣ ହେଉଛେ। ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର୍ ସାହାଜବାହଲ ଗାଁର୍ ପ୍ରାଥମିକ୍ ସ୍କୁଲ୍ନେ ଛୁଆମାନେ ପାଠ୍ ପଢବାର୍ ଲାଗିର୍ ସ୍କୁଲ୍ କୋଠରୀ ନାଇଁନ । ଭଙ୍ଗା ଦଦ୍ରା ଘରେ ପିଲା ବସୁଛନ୍ । ଦେଖୁନ୍ ଇ ରିପୋର୍ଟ
#ArgusNews #SchoolProblem #5TWork #scams #Subarnapur #OdishaGovt #students #Odisha