#ସ୍କୁଲ_ଖୋଲିବା_ନେଇ_ସୂଚନା_ଦେଲେ_ମୁଖ୍ୟ_ଶାସନ_ସଚିବ
#ଆସନ୍ତା_୭_ତାରିଖରୁ_ଖୋଲିବ_ସ୍କୁଲ_ଓ_କଲେଜ
ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ ଓ କଲେଜ । ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଅଷ୍ଟମରୁ ଉପରକୁ ସବୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସମସ୍ତ ହଷ୍ଟେଲ୍ ମଧ୍ୟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ଯାଏଁ ଖୋଲିବ ସ୍କୁଲ । କଲେଜ, ବିଶ୍ବବିଦ୍ୟାଳୟ, ଟେକନିକାଲ, ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଖୋଲିବ ।
#schoolopen #chiefministersecretary #Odisha #ArgusNews #SureshChandraMohapatra #SamirRanjanDash