ବାଲିଯାତ୍ରା ଅର୍ଗସ ଷ୍ଟଲରେ ଲକି ଡ୍ର ବିଜେତାଙ୍କୁ ମିଳିଲା ସ୍କୁଟି ଉପହାର । ୧୦ ତାରିଖ ଦିନ କ୍ୟୁ.ଆର୍ କୋଡ୍ ସ୍କାନ କରି ଅର୍ଗସ ଆପ ମାଧ୍ୟମରେ ଲକି ଡ୍ରରେ ଭାଗ ନେଇଥିଲେ କଟକର ମମତା ବିଶ୍ବାଳ । ପଚରା ଯାଇଥିବା ପ୍ରଶ୍ନର ଦେଇଥିଲେ ସଠିକ ଉତ୍ତର ।
#argusnews #balijatra #luckydraw #winner #bhubaneswar