ଏବେ ଆଉ ସହଜ ହେବନି ଭାରତ ମାଟିରେ ଶତ୍ରୁ ସୈନ୍ୟଙ୍କ ଅନୁପ୍ରବେଶ । ସୁରକ୍ଷା କର୍ମୀଙ୍କୁ ସୁରକ୍ଷା ଦେବ ଗଜପତି ଜିଲ୍ଲାର ଆଇଟିଆଇ ଛାତ୍ର ସମୀର ପ୍ରଧାନଙ୍କ ନୁଆଁ ଉଦ୍ଭାବନ । ଚନ୍ଦ୍ରଗିରି ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ପଢ଼ୁଥିବା ସମୀର ସୀମା ସୁରକ୍ଷା ପାଇଁ ବିକଶିତ କରିଛନ୍ତି ଏକ ବିଦ୍ୟୁତ ବାଡ଼ ।ଏଭଳି ବାଡ଼କୁ ଅତିକ୍ରମ ପାଇଁ ଉଦ୍ୟମ କରାଗଲେ ବାଜିବ ସାଇରନ ,ହେଡ଼ କ୍ୱାର୍ଟରକୁ ଆସିବ ମୋବାଇଲ ମେସେଜ ଆଉ ଅଚେତ ହୋଇପଡିବ ଅନୁପ୍ରବେଶ କାରୀ ।
#popular #Mohana #Gajapati #electricalequipment #IndianArmy #OdishaBorder #securityequipment #GoodNews #ArgusNews