#ସୁରକ୍ଷାରେ_ତ୍ରୁଟି_ନା_ଷଡ଼ଯନ୍ତ୍ର ?
#ଗୁଇନ୍ଦାଗିରି_କରୁଥିବା_ପୋଲିସ_ସତ_ନା_ମିଛ ?
ଯେତେବେଳେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷାର କଥା ଆସୁଛି ଏଭଳି ପ୍ରଶ୍ନ ଉଠିବା ସ୍ବାଭାବିକ । ଭଲ କରି ଦେଖନ୍ତୁ ଏହି ଭିଜୁଆଲକୁ । ଏହି ବ୍ୟକ୍ତି ଜଣଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ। ଏହି ବ୍ୟକ୍ତି ଜଣକ ନିଜ ପୋଲିସ କହିବା ସହ ଲୁଚି ଲୁଚି କରୁଥିଲା କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ସୁଟିଂ । କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷାକର୍ମୀଙ୍କ ବାରଣ ସତ୍ତ୍ଵେ ମାନି ନ ଥିଲେ ପୋଲିସ ବାବୁ ।
#ArgusNews #conspiracy #securityguard #police #idcard #BJP #Padmapur #Odisha