#କହି_କହି_ଲୁଟ୍
#ଆଲୋକୀକରଣ_ନାଁରେ_ଟଙ୍କା_ଚଳୁ
ବଲାଙ୍ଗିର ପୌରପରିଷଦରେ ଏଲଇଡି ଲାଇଟ ଓ ଡଷ୍ଟବିନ କିଣାରେ ହୋଇଛି ବଡ ଦୁର୍ନୀତି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଖୋଲିଦେଇଛି ଏହି ଦୁର୍ନୀତିର ଗୁମର । କୋଟିକୋଟି ଟଙ୍କା ଖର୍ଚ୍ଚରେ ପୌରପରିଷଦ ଅଞ୍ଚଳରେ ଏଲଇଡି ଲାଇଟ ଓ ଡଷ୍ଟବିନ୍ ଲଗାଇବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଏବେ ଖୋଜିଲେ ବି ଦେଖିବାକୁ ମିଳୁନାହିଁ । ଆଉ ଯେଉଁଥିରେ ବଡ ଦୁର୍ନୀତି ଗନ୍ଧ ବାରିଛନ୍ତି ଜିଲ୍ଲାବାସୀ ।
#Balangir #Balangirmunicipality #ledlights #dustbin #Corruption #RTI #Odisha #ArgusNews