#କୋରିଆ_କେ_ପପ_ଦଳରେ_ଓଡ଼ିଆ_ଝିଅ_ଶ୍ରେୟା
ପ୍ରଥମ ଭାରତୀୟ ଭାବେ ଦକ୍ଷିଣ କୋରିଆ କେ ପପ ବ୍ୟାଣ୍ଡର ବ୍ଲକ ସ୍ଵାନ ଦଳରେ ସ୍ଥାନ ପାଇଛନ୍ତି ଝାରସୁଗୁଡ଼ାର ୧୮ ବର୍ଷର କଲେଜ ଛାତ୍ରୀ ଶ୍ରେୟାଲେଙ୍କା । ସାରା ବିଶ୍ୱର ଚାରି ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଦଳର ପଞ୍ଚମ ସଦସ୍ୟ ଭାବେ ସେ ଚୟନ ହେବା ରାଜ୍ୟ ପାଇଁ ଗୌରବର କଥା ।
#GoodNews #southkorea #koreanband #kpopband #odishagirl #proudmoment #jharsuguda #Odisha #ArgusNews