ମୁଁ ଓଡ଼ିଆ, ଶ୍ରୀ ଜଗନ୍ନାଥ ମୋର ପରିଚୟ ଏଭଳି କିଛି ନାରା ନେଇ ଶ୍ରୀ ମନ୍ଦିର ବଞ୍ଚାଅ ଅଭିଯାନ ଆରମ୍ଭ କରିଛନ୍ତି କିଛି ଜଗନ୍ନାଥ ପ୍ରେମୀ । ଏହି ଅଭିଯାନ କାଲିଠାରୁ ଆରମ୍ଭ ହୋଇ ୭ ଦିନ ଯାଏଁ ଚାଲିବ । ସମସ୍ତେ ଏଥିରେ ଯୋଗ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଜଗନ୍ନାଥ ପ୍ରେମୀ ଅଜୟ କୁମାର ରାଉତ ।
#MuOdia #Puri #Srimandir #campaign #jagannathlover #Odisha #ArgusNews