#ପୁରୀରେ_ଶ୍ରୀମନ୍ଦିର_ଲ୍ୟାଣ୍ଡ_ଓ_ପ୍ରକଳ୍ପ_ସବ୍_କମିଟି_ବୈଠକ
ଶ୍ରୀମନ୍ଦିର ଲ୍ୟାଣ୍ଡ ଓ ପ୍ରକଳ୍ପ ସବ୍ କମିଟି ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ଉଭୟ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।ବିଶେଷକରି ୮୦ ହଜାର ପୁରୀ ସହରବାସୀ ଦୀର୍ଘବର୍ଷ ହେବ ଜମିଜମା ବିବାଦରେ ଫସି ରହିଛନ୍ତି । ଆଉ ଏହାକୁ ଜଟିଳ କରିଥିଲା ଶ୍ରୀମନ୍ଦିର ୟୂନିଫାଏଡ ପଲିସି ।
#Puri #meeting #ShreeMandir #project #Odisha #ArgusNews