ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ୱାଦା ଗ୍ରାମର ନରେନ୍ଦ୍ର ବିଶ୍ୱାଳ ଙ୍କ ପୁତ୍ର ଶୁଭମ ବିଶ୍ୱାଳ 552 ନମ୍ବର ଅର୍ଥାତ 92 ପ୍ରତିଶତ ନମ୍ବର ରଖି A1 ଗ୍ରେଡ଼ ରେ ଉର୍ତ୍ତିନ ହୋଇଛନ୍ତି l ଦିନକୁ 6ରୁ 7 ଘଣ୍ଟା ପରିଶ୍ରମ କରିଥିବା ପ୍ରକାଶ କରିଥିବା ବେଳେ ଭବିଷ୍ୟତରେ ନେଭି ରେ ଯୋଗ ଦେବାକୁ ଲକ୍ଷ ରଖିଛନ୍ତି l
#balasore #soro #MatricResult #BSE #odisha #ArgusNews