ଗଞ୍ଜାମ ଭଞ୍ଜନଗରର ବିସ୍ମୟ ବାଳକ ଶୁଭ୍ରାଂଶୁ ରାଉତ। ମାତ୍ର ଦୁଇ ବର୍ଷ ବୟସରେ ଅନେକ ଜ୍ଞାନ। ୪୦ ଇଂରାଜୀ ଶବ୍ଦର ବିପରୀତ ଅର୍ଥକୁ ଅନର୍ଗଳ କହୁଛନ୍ତି । ଯାହା ପାଇଁ ଇଣ୍ଟରନେସନଲ ବୁକ ଅଫ ରେକର୍ଡ ଓ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ବୁକ ଅଫ ଇଣ୍ଡିଆରେ ପୁରସ୍କୃତ ହୋଇଛନ୍ତି । ଦେଖନ୍ତୁ ଭଞ୍ଜନଗର ରୁ ଏହି ରିପୋର୍ଟ
#Ganjam #Bhanjanagar #talentedBoy #SubhranshuRout #IndiaBookofRecord #ArgusNews