ମୋ ମାଆ ବୁଢ଼ୀ ଠାକୁରଣୀଙ୍କୁ ମନାସୀ ଥିବାରୁ ମୁଁ ଜନ୍ମ ହୋଇଛି। ତେଣୁ ମା ଙ୍କ ନିକଟକୁ ଆସି ଦର୍ଶନ କଲି। ଦ୍ଵିବର୍ଷିକ ଠାକୁରାଣୀ ଯାତ୍ରାର ସପ୍ତମ ଦିନ। ଆଜି ସନ୍ଧ୍ୟାରେ ମାଆ ଠାକୁରାଣୀ ଙ୍କୁ ଦର୍ଶନ କଲେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର...।
#ArgusNews #berhampur #BudhiThakuraniJatra #SiddhantaMahapatra #Odisha