#ହାତୀ_ହତ୍ୟା_ପଛରେ_ବନ_କର୍ମଚାରୀଙ୍କ_ସମ୍ପୃକ୍ତି
ଶିମିଳିପାଳରୁ ସଙ୍ଗୀନ ପ୍ରମାଣ ମିଳିବା ପରେ କାଠଗଡାରେ ବନ ବିଭାଗ॥ ୧୦ ବର୍ଷରେ ମଲେଣି ୭୮୪ ହାତୀ। ହାତୀ ମୃତ୍ୟୁ ତଦନ୍ତରେ ପ୍ରଶ୍ନଘେରରେ ବନ ବିଭାଗର ପୁରୁଣା ରେକର୍ଡ….।
#ArgusNews #Similipal #ElephantDeathIssue #ForestDepartment #oldrecord #Odisha