ମଣିଷ ପ୍ରକୃତିକୁ ଭଲପାଏ ଆଉ ପରିବେଶକୁ ସଜାଡେ ହେଲେ ପରିବେଶକୁ ସଜାଡିବା ଆଳରେ ନିଜ ପରିବାରକୁ ଭୁଲିଯାଏ। ଯାଜପୁର ଜିଲ୍ଲା ଉଆସାହି ଗ୍ରାମର ଗୁଣ୍ଠିରାମ ଜେନା ୨୦ ବର୍ଷ ବଯସରୁ ଆଜି ଯାଏଁ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ ଗଛ ଲଗାଇ ସୃଷ୍ଟି କରିଛନ୍ତି ଅନେକ କୁତ୍ରିମ ଜଙ୍ଗଲ।
#jajpur #treeman #plantation #nature #Environment #ArgusNews