#RAMCO_ବନାମ_ବସୁଧା
#RAMCO_ଶୋଷୁଛି_ଭୂତଳ_ଜଳ
#ଯାଜପୁର_ଜିଲ୍ଲାର_ବସୁଧା_ସ୍କାମ୍
ଯାଜପୁର ଜିଲ୍ଲାରେ ଦିଗହରା ବସୁଧା। ସେପଟେ ରାମକୋ ଶୋଷୁଛି ଭୂତଳ ଜଳ । ରାମକୋ ନାଁରେ ସଙ୍ଗୀନ ଅଭିଯୋଗ । ଚିନ୍ତାରେ ଧର୍ମଶାଳାର ହଜାର ହଜାର ଲୋକ । ଚୈତ୍ର ମାସ ଆରମ୍ଭରୁ ଦେଖାଦେଲାଣୀ ଜଳକଷ୍ଟ ।
#Odisha #ArgusNews #Ramco #DRINKINGWATER #CONTROVERSY #BASUDHAJojanaFAIL #dharamsala #badchana