#ତେଜିଲା_ହ୍ୟୁମାନ_ଶ୍ରେୟା_ବିବାଦ
#ସମାଧାନ_ବଦଳରେ_ଉଗ୍ର_ହେଉଛି_ଆରୋପ_ପ୍ରତ୍ୟାରୋପ
ସକାଳେ ଶ୍ରୀୟାଙ୍କ ପ୍ରେସମିଟ୍। ଅପରାହ୍ନରେ ହ୍ୟୁମାନଙ୍କ କାଉଣ୍ଟର।.... ଶ୍ରେୟାଙ୍କ ଅଭିଯୋଗ, ସବୁବେଳେ ମଦ ପିଇ ମାରପିଟ୍ କରୁଥିଲେ ହ୍ୟୁମାନ। ସେ ଓ ହ୍ୟୁମାନଙ୍କ ମଧ୍ୟରେ ଫାଟର ମୁଖ୍ୟ କାରଣ ନିଶା ଏବଂ ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ । ତେବେ ଏହାକୁ ଖଣ୍ଡନ କରିଛନ୍ତି ହ୍ୟୁମାନ।
#ArgusNews #Singer #HumanSagar #Sriya #Controversy #Allegation #Odisha