ସୁର ତରଙ୍ଗ ତରଫରୁ ରାଜଧାନୀ ଭୁବନେଶ୍ୱରର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ସିଙ୍ଗ ଇଜ କିଙ୍ଗ। ଏହି କାର୍ଯ୍ୟକ୍ରମରେ ଓଲିଉଡ଼ର ଲିଜେଣ୍ଡ ସିଙ୍ଗର ତାନସେନ ସିଂଙ୍କ ଗୀତକୁ ଗାନ କରିଛନ୍ତି ବିଭିନ୍ନ ବର୍ଗର ଲୋକମାନେ....।
#ArgusNews #Bhubaneswar #SinghIsKing #TansenSingh #singingprogramme #Odisha